Passt nicht? Macht nichts! Sie können Artikel bis zu 30 Tage zurückgeben
Mit einem Geschenkgutschein können Sie nichts falsch machen. Der Beschenkte kann sich im Tausch gegen einen Geschenkgutschein etwas aus unserem Sortiment aussuchen.
Bis zu 30 Tage Rückgaberecht
ବ୍ୟକ୍ତି ଓ ଘଟଣାର ସମାହାର
ଏହି ପୁସ୍ତକରେ ସ୍ଥାନିତ ଲେଖାଗୁଡ଼ିକ ବିଭିନ୍ନ ପ୍ରକାରର ଓ ବିଭିନ୍ନ ପ୍ରସଙ୍ଗକୁ ନେଇ। ସଙ୍କଳନରେ ସାମ୍ବାଦିକତା ସମ୍ପର୍କିତ ଲେଖା ଅଛି। ସାହିତ୍ୟ ଲେଖା ଅଛି। ଶ୍ରଦ୍ଧାଞ୍ଜଳି ଅଛି। ଶିଳ୍ପ, ବ୍ୟବସାୟ, ବୈଷୟିକ ବିଜ୍ଞାନ, ତାତ୍କାଳିକ ଘଟଣା, ଶିକ୍ଷା ,ସ୍ବାସ୍ଥ୍ୟ, ଆନ୍ତର୍ଜାତିକ ସ୍ଥିତି, ରାଜନୀତି, ପ୍ରଶାସନ ଓ ଗଣତନ୍ତ୍ର ଏସବୁ ବିଷୟ ଉପରେ ପ୍ରକାଶିତ ଆଲୋଚନା ମଧ୍ୟ ରହିଛି। ମୁକ୍ତ ଓ ଇଛାଧୀନ ପଠନ ପାଇଁ ବିଷୟ ଗୁଡ଼ିକର ବିଭାଗୀକରଣ କରାଯାଇ ନାହିଁ ,ବରଂ ଇତଃସ୍ତତଃ ଭାବରେ ସେଗୁଡିକୁ ସଜ୍ଜିତ କରାଯାଇଛି।
Hallo! Ich bin Libroamiko, dein Buchberater.
Wie kann ich dir helfen?