Passt nicht? Macht nichts! Sie können Artikel bis zu 30 Tage zurückgeben
Mit einem Geschenkgutschein können Sie nichts falsch machen. Der Beschenkte kann sich im Tausch gegen einen Geschenkgutschein etwas aus unserem Sortiment aussuchen.
Bis zu 30 Tage Rückgaberecht
ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଡକ୍ଟର ସ୍ୱପ୍ନାରାଣୀ ସିଂ (୧୯୯୦)ଙ୍କ ବିଶେଷ ପରିଚୟ ଓ ପ୍ରତିଷ୍ଠା ରହିଛି। ଅଧ୍ୟୟନ, ଅଧ୍ୟାପନା ସହିତ ଉଚ୍ଚକୋଟୀର ଗବେଷଣା ହେଉଛି ତାଙ୍କର ସ୍ୱାତନ୍ତ୍ର୍ୟ। ପିଏଚ୍.ଡି. ମହାନିବନ୍ଧ '୧୯୮୦ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସରେ ନକ୍ସଲ ଚେତନା: ଏକ ତୁଳନାତ୍ମକ ଅଧ୍ୟୟନ' ଡକ୍ଟର ସିଂଙ୍କ ବିଶାଳ ଭାବବଳୟର ପରିଚାୟକ। ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା- 'ଦିଗ ଓ ଦିଗ୍ବଳୟ' (୨୦୧୮), 'ପଞ୍ଚତନ୍ତ୍ରର ଓଡ଼ିଆ ଅନୁବାଦ' (୨୦୧୯), 'ଓଡ଼ିଆ ସାହିତ୍ୟରେ ଜନଜାତି ପ୍ରସଙ୍ଗ' (୨୦୧୯), 'ପାଶ୍ଚାତ୍ୟ ସାହିତ୍ୟିକ ଆନ୍ଦୋଳନ ଓ ତତ୍ତ୍ୱ: ସଂକ୍ଷିପ୍ତ ଆକଳନ' (୨୦୨୧) ତାଙ୍କ ସାଧନା ଓ ସିଦ୍ଧିର ଫଳଶ୍ରୁତି ଯାହା ବିପୁଳ ପାଠକୀୟତା ଅର୍ଜନ କରିଛି। ସଂପ୍ରତି ସେ ବିଶ୍ୱଭାରତୀ, ଶାନ୍ତିନିକେତନରେ ଓଡ଼ିଆ ଭାଷା ଓ ସାହିତ୍ୟର ସହକାରୀ ପ୍ରଫେସର ଭାବରେ କାର୍ଯ୍ୟରତ।
Hallo! Ich bin Libroamiko, dein Buchberater.
Wie kann ich dir helfen?