Passt nicht? Macht nichts! Sie können Artikel bis zu 30 Tage zurückgeben
Mit einem Geschenkgutschein können Sie nichts falsch machen. Der Beschenkte kann sich im Tausch gegen einen Geschenkgutschein etwas aus unserem Sortiment aussuchen.
Bis zu 30 Tage Rückgaberecht
ପ୍ରତିମା କୁମାରି ଦାଶଙ୍କର ଜନ୍ମ ଜଗତସିଂହପୁର ଜିଲ୍ଲା ମାଛଗାଁର ସୁକିଦାଶାସନରେ । ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ନିକଟରେ ସେ ଅବସର ଗ୍ରହଣ କରିଛନ୍ତି। ଲେଖାଲେଖିରେ ପୂର୍ବରୁ ରୁଚି ଥିବାରୁ ବର୍ତ୍ତମାନ ସେ ଅବସର ସମୟରେ ଏଥିରେ ମନୋନିବେଶ କରିଛନ୍ତି। ଜଗନ୍ନାଥଙ୍କ ଜଣାଣ, କବିତା ଓ କ୍ଷୁଦ୍ର ଗଳ୍ପ ରଚନାରେ ତାଙ୍କର ଵିଶେଷ ଆଗ୍ରହ ରହିଛି। ଉକ୍ତ କବିତା ସଂକଳନଟି ତାଙ୍କର ପ୍ରଥମ ପୁସ୍ତକ। ଏଥିରେ ପ୍ରଭୁ ଜଗନ୍ନାଥଙ୍କର ଜଣାଣ ଓ ଅନ୍ୟ କେତୋଟି କବିତା ସ୍ଥାନ ପାଇଛି।
Hallo! Ich bin Libroamiko, dein Buchberater.
Wie kann ich dir helfen?